ଯୋଶୀମଠ ପରେ ହିଲ ଷ୍ଟେସନ୍ ମସୁରୀକୁ ନେଇ ଚିନ୍ତା ପ୍ରକଟ । ମସୁରୀର ସୁରକ୍ଷା ପାଇଁ ଧାମୀ ସରକାରଙ୍କୁ ଜଣାଇଛି ଏନଜିଟି । ମସୁରୀର ବହନ କ୍ଷମତାକୁ ଅନୁଶୀଳନ କରିବା ପରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ସୁପାରିଶ କରିଛି ଏନଜିଟି । ଉତ୍ତରାଖଣ୍ଡ ଯୋଶୀମଠରେ ମାଟି ଫାଟିବା ସହ ଘରଦ୍ୱାରରେ ଫାଟ ସୃଷ୍ଟି ହେବା ଘଟଣା ସାରା ଦେଶକୁ ଚକିତ କରିବା ପରେ ଏହା ପାଖାପାଖି ଥିବା ହିଲ ଷ୍ଟେସନର ସୁରକ୍ଷା ନେଇ ସର୍ବେକ୍ଷଣ ଆରମ୍ଭ କରିଥିଲା ଏନଜିଟି । ଫେବୃଆରୀରେ ଏନଜିଟିର ନିର୍ଦ୍ଦେଶ ପରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଗଠନ କରାଯାଇ ମସୁରୀର ସୁରକ୍ଷା ବାବଦରେ ସରକାରଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ । ଯୋଶୀମଠ ପରେ ହିଲ ଷ୍ଟେସନ୍ ମସୁରୀକୁ ନେଇ ଚିନ୍ତା ପ୍ରକଟ କରିଛି ନ୍ୟାସନାଲ ଗ୍ରୀନ୍ ଟିବ୍ୟୁନାଲ । ମସୁରୀର ସୁରକ୍ଷା ପାଇଁ ଧାମୀ ସରକାରଙ୍କୁ ଜଣାଇଛି ଏନଜିଟି । ମସୁରୀର ବହନ କ୍ଷମତାକୁ ଅନୁଶୀଳନ କରିବା ପରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ସୁପାରିଶ କରିଛି ଏନଜିଟି । ଉତ୍ତରଖଣ୍ଡ ଯୋଶୀମଠରେ ମାଠି ଫାଟିବା ସହ ଘରଦ୍ୱାରରେ ଫାଟ ସୃଷ୍ଟି ହେବା ଘଟଣା ସାରା ଦେଶକୁ ଚକିତ କରିବା ପରେ ଏହା ପାଖାପାଖି ଥିବା ହିଲ ଷ୍ଟେସନର ସୁରକ୍ଷା ନେଇ ସର୍ବେକ୍ଷଣ ଆରମ୍ଭ କରିଥିଲା ଏନଜିଟି । ଫେବୃଆରୀରେ ଏନଜିଟିର ନିର୍ଦ୍ଦେଶ ପରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଗଠନ କରାଯାଇ ମସୁରୀର ସୁରକ୍ଷା ବାବଦରେ ସରକାରଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ