ହାଇକୋର୍ଟ ଗଲେ ବଲିଉଡ ସିଙ୍ଗର ସୌରିନ ଭଟ୍ଟ । ଗିରଫଦାରୀ ଏଡାଇବାକୁ ସୌରିନ ଭଟ୍ଟ ଉଚ୍ଚନ୍ୟାୟଳୟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତାଙ୍କ ନାଁରେ କଟକ ମହିଳା ଥାନାରେ ଦୁଷ୍କର୍ମ ଅଭିଯୋଗ ରହିଛି । ଜଣେ ଯୁବତୀଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରିଛି । ନୋଟିସ ସତ୍ୱେ ଏଯାଏଁ ସୌରିନ ଥାନାରେ ହାଜର ହୋଇ ନାହାନ୍ତି । ପୋଲିସ ତାଙ୍କୁ ଜେରା କରିବା ପାଇଁ ପଶ୍ଚିମବଙ୍ଗ ଯାଇଥିଲା, ସେଠାରେ ସୌରିନ ନଥିବାବେଳେ ପରିବାର ଲୋକଙ୍କୁ ପଚରାଉଚରା କରି ଫେରି ଆସିଛି ପୋଲିସ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି