କମନଓ୍ୱେଲଥ୍ ଗେମ୍ସ ୨୦୨୨ ପାଇଁ ଭାରତୀୟ ମହିଳା ଟିମ୍ ଘୋଷଣା । ଏଥିରେ ହରମନପ୍ରିତ୍ କୌରଙ୍କ ଟିମଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିଛି । ସେହିପରି ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି । କମନଓ୍ୱେଲଥ୍ ଗେମ୍ ବା ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ମହିଳା କ୍ରିକେଟକୁ ସାମିଲ କରାଯାଇଛି । ତେବେ ଜୁଲାଇ ୨୮ରୁ ଅଗଷ୍ଟ ୮ ମଧ୍ୟରେ ହେବାକୁ ଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ଅନୁଷ୍ଠିତ ହେବ । ଏଥିରେ ୭୨ଟି ଦେଶର ୪,୫୦୦ ଖେଳାଳି ଭାଗନେବେ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ