ରାଜଧାନୀକୁ ଖୁବଶୀଘ୍ର ଆସିବ ଆଉ ୪୦ଟି ଇ-ବସ୍ । ଏନେଇ ସୂଚନା ଦେଇଛି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା CRUT । ନୂଆ ୪୦ଟି ଇଲେକ୍ଟ୍ରିକ୍ ବସ୍ ଆସିଲେ ରାଜଧାନୀରେ ବସ୍ ସଂଖ୍ୟା ୫୦କୁ ବୃଦ୍ଧି ପାଇବ । ସେହିପରି ହକି ବିଶ୍ୱକପ ପୂର୍ବରୁ ଷ୍ଟିଲ ସିଟି ରାଉରକେଲାରେ ଗଡ଼ିବ ମୋ ବସ୍ । ରାଉରକେଲାକୁ ୨୫ଟି ମୋ ବସ୍ ଯୋଗାଇ ଦିଆଯିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ CNG ବସ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କ୍ରୁଟ୍ ଏହି ପଦକ୍ଷେପ ନେଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା