କ୍ରାଇମବ୍ରାଞ୍ଚ ହାତରେ ଗୋପାଳର ରହସ୍ୟ କାଗଜ । ବିମାନ ବନ୍ଦର ଥାନା ପାଇଖାନା ଟାଙ୍କିରୁ ମିଳିଲା କାଗଜ । କ୍ରାଇମବ୍ରାଞ୍ଚ ହାତରେ କିଛି କାଗଜ ଲାଗିଛି । କାଗଜରେ ଲୁଚି ରହିଥାଇପାରେ ନବ ଦାସ ହତ୍ୟାକାଣ୍ଡର ରହସ୍ୟ । ସ୍ୱରେଜ ଟାଙ୍କି ଖୋଳିଲା ପରେ ଏହି କାଗଜ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି । ଗୋପାଳ ପାଇଖାନା କମଡରେ ଫ୍ଲସ୍ କରିଦେଇଥିଲା କାଗଜ । ଗତକାଲିଠାରୁ କାଗଜ ଖୋଜୁଥିଲା କ୍ରାଇମବ୍ରାଞ୍ଚ ଟିମ୍ । ତେବେ ସବୁଠାରୁ ବଡ କଥା ହେଉଛି, ହତ୍ୟାକାଣ୍ଡର କାରଣ କାଗଜରେ ଥିବା ଗୋପାଳ କହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା