- () ଦକ୍ଷିଣ ସ୍ପେନରେ ତାଣ୍ଡବ ରଚୁଛି ନିଆଁର କରାଳ ରୂପ । ଗତ କିଛି ଦିନ ହେବ ଏଠିକାର ଜଙ୍ଗଲରେ ନିଆଁ ଲାଗି ଥିବାବେଳେ ଏହାକୁ ଲିଭାଇବା ଏଯାଏଁ ସମ୍ଭବ ହୋଇପାରିନାହିଁ । ତେବେ ଜଙ୍ଗଲର ନିଆଁ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଜନବସତି ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପବନର ବେଗ ନିଆଁକୁ ଆହୁରି ଶକ୍ତି ଯୋଗାଉଛି । ଏନେଇ ଏକାଧିକ ହେଲିକପ୍ଟର ମୁତୟନ କରାଯାଇଥିଲେ ବି ନିଆଁ ଆୟତକୁ ଆସିନାହିଁ । ସେପଟେ ସ୍ଥାନୀୟ ଇଲାକାରେ ତାପମାତ୍ରା ଆବଶ୍ୟକତା ଠାରୁ ଅଧିକ ରହିଛି । ତେବେ ଏଯାଏଁ ୨୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
- https://thetopmost.in/how-to-apply-sunscreen-lotion-to-your-face/
- https://thetopmost.in/tag/south-movie-kgf-has-released-today/
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ