ଭାରତରେ ବଢୁଛି ୟୁପିଆଇର ବ୍ୟବହାର । ଦୋକାନ ବଜାରଠୁ ଆରମ୍ଭ କରି ଲୋକଙ୍କ ମଧ୍ୟରେ ଟଙ୍କା ନେଣଦେଣ ପାଇଁ ସବୁ କ୍ଷେତ୍ରରେ ୟୁପିଆଇ ପେମେଣ୍ଟର ବ୍ୟବହାର କରାଯାଉଛି । ୟୁପିଆଇ ପେମେଣ୍ଟ ସିଷ୍ଟମ ଆସିବା ଦିନରୁ ଲୋକଙ୍କୁ ପକେଟରେ ଟଙ୍କା କିମ୍ବା ଏଟିଏମ୍ କାର୍ଡ ନେଇ କେଉଁଆଡେ ଯିବାକୁ ପଡୁନି । ୟୁପିଆଇ ସିଷ୍ଟମ୍ ଅନେକ ଦେଶରେ ଚାଲୁଥିବା ବେଳେ ଏହି ତାଲିକାରେ ଆଉ ଏକ ନୂଆ ନାଁ ସାମିଲ ହେବାକୁ ଯାଉଛି । ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ମନି ଟ୍ରାନ୍ସଫରର ସୁବିଧାର ଉଦଘାଟନ । ଏହା ଦ୍ୱାରା ୟୁପିଆଇ ସିଂଗାପୁରର ପେ-ନାଁଓ ସହ କନେକ୍ଟ ହେବ । ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ପରେ 2 ଦେଶ ପାଇଁ ଟଙ୍କା ଟ୍ରାନ୍ସଫର କ୍ଷେତ୍ରରେ ମିଳିବ ଅନେକ ସୁବିଧା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ