ଜଗତସିଂପୁର ତିର୍ତ୍ତୋଲ ଅଞ୍ଚଳର କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ପୋଲିସ ଏନକାଉଣ୍ଟର କରିଛି । ଶନିବାର ବିଳମ୍ବିତ ରାତିରେ ତାକୁ ନିଶ୍ଚିତକୋଇଲି ଥାନା ପକ୍ଷରୁ ଅସୁରେଶ୍ଵର ଖେଳ ପଡିଆ ଠାରେ ଏନକାଉଣ୍ଟର କରାଯାଇଛି।ସୁଶାନ୍ତ ନା ରେ ବିଭିନ୍ନ ଜିଲ୍ଲା ର ଏକାଧିକ ଥାନାରେ ୫୦ ଉର୍ଦ୍ଧ୍ୱ ମାମଲା ରହିଛି।ତେବେ ସୁଶାନ୍ତ ର ଗୋଡ଼ରେ ଗୁଳି ବାଜିବା ପରେ ତାକୁ ଏବେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍