ସାମ୍ନାକୁ ଆସିଲା ନବଦାସଙ୍କୁ ଗୁଳିମାଡ଼ର ସ୍ପଷ୍ଟ ଚିତ୍ର । ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଗୋପାଳ ଦାସ ଗୁଳି କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ । ଅଭିଯୁକ୍ତ ଗୋପାଳ ଅତି ନିକଟରୁ ନବକିଶୋର ଦାସଙ୍କୁ ନିଜ ସର୍ଭିସ ରିଭଲଭରରୁ ଗୁଳିମାରି ହତ୍ୟା କରିଛି । ନବଦାସଙ୍କୁ ଦୁଇ ଜଣ ସମର୍ଥକ ଫୁଲମାଳ ପିନ୍ଧାଉଥିବା ସମୟରେ ହଠାତ ଗୁଳି ମାରିଥିଲା ଅଭିଯୁକ୍ତ ଗୋପାଳ । ଗୁଳିଟି ନବ କିଶୋର ଦାସଙ୍କ ଛାତିରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ନବ ଦାସ
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା