ସହିଦ ସପ୍ତାହର ଶେଷ ଦିନରେ ମାଓବାଦୀଙ୍କ ମହାମେଳି । ଛତିଶଗଡ଼-ତେଲେଙ୍ଗାନା ସୀମାରେ ମାଓବାଦୀମାନେ ଏକାଠି ହୋଇ ଲାଲ ସଲାମର ବାର୍ତା ଦେଇଛନ୍ତି । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ପୋଲିସ ଫୋର୍ସ ରହିଥିଲେ ମଧ୍ୟ କେନ୍ଦ୍ରୀୟ ବାହିନୀ ଓ ସ୍ଥାନୀୟ ପୋଲିସକୁ ଖୋଲାଖୋଲି ଚାଲେଞ୍ଜ କରି ମାଓବାଦୀଙ୍କ ବୈଠକ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ମାଲକାନଗିରିରେ ପ୍ରବେଶ କରିଥିବା ଜଣାପଡ଼ିବା ପରେ ଓଡ଼ିଶା ପୋଲିସ ସୀମାନ୍ତବର୍ତୀ ଅଂଚଳରେ କୁମ୍ବିଂ ଅପରେସନ ଜୋରଦାର କରିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ