ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସିଇସି କାର୍ଯ୍ୟାନୁଷ୍ଠାନ କରିପାରିବେ ତ ? ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଉଠାଇଛନ୍ତି ପ୍ରଶ୍ନ । ଏହି ପ୍ରଶ୍ନ ଉଠାଇବା ସହିତ ନବନିଯୁକ୍ତ କମିଶନର ଅରୁଣ ଗୋଏଲଙ୍କ ନିଯୁକ୍ତି ସଂକ୍ରାନ୍ତ ଫାଇଲ ଉପସ୍ଥାପନା କରିବାପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଆଟର୍ଣ୍ଣି ଜେନେରାଲ ସଚିବ ଭାବେ କାର୍ଯ୍ୟରତ ଜଣେ ଆଇଏଏସ ଅଧିକାରୀଙ୍କୁ ଭିଆରଏସ ଦିଆଯିବାର ତିନିଦିନ ମଧ୍ୟରେ ନିର୍ବାଚନ କମିଶନ ନିଯୁକ୍ତି ମିଳିଛି । ଏହି ନିଯୁକ୍ତିରେ କିଭଳି ପ୍ରକ୍ରିୟା ଅବଲମ୍ବନ କରାଯାଇଛି ତାହା ଜଣାଇବାକୁ କୋର୍ଟ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ