ସମ୍ବେଦନଶୀଳ ଥାନା ଗୁଡ଼ିକରେ ଆଉ ରହିବନି ଆଇଆଇସି ପଦବି । ଏସିପି ବା ଡିଏସ୍ପି ପାହ୍ୟାର ଅଧିକାରୀଙ୍କ ଦାୟିତ୍ବରେ ସେଭଳି ଥାନା ରହିବ । ରାଜ୍ୟରେ କମିସନରେଟ୍ ପୁଲିସରେ ପ୍ରଥମ ପର୍ଯ୍ୟାୟରେ ୯ଟି ଥାନାରେ ଏସିପିଙ୍କୁ ଥାନା ଦାୟିତ୍ବ ଦିଆଯିବ । ଏଥିପାଇଁ କମିସନରେଟ୍ ପୁଲିସ ଦକ୍ଷ ପୁଲିସ ଅଧିକାରୀଙ୍କୁ ଚୟନ କରି ନିୟୋଜିତ କରିବାକୁ ଯାଉଛି । କମିସନରେଟ୍ ପୁଲିସରେ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଲାଗୁ କରାଯିବ । ପରେ ରାଜ୍ୟରେ ଅନ୍ୟ ସମ୍ବେଦନଶୀଳ ଥାନା ଦାୟିତ୍ବରେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍