ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାବର୍ଷ ୨୦୨୩ ଜାନୁଆରୀ ୬ରେ ସପ୍ତଦଶ ସମୁଦ୍ର ଆଳତିାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗୋବର୍ଦ୍ଧନ ମଠ ପକ୍ଷରୁ ପୁରୀରେ ହେବ ସମୁଦ୍ର ଆଳତି । ଏଥିରେ ରାଷ୍ଟ୍ରପତିଙ୍କ ସହ ଯୋଗଦେବା ପାଇଁ ଅନ୍ୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ପୁରୀ ସ୍ବର୍ଗଦ୍ବାର ଆଳତି ସ୍ଥଳରେ ଅନୁଷ୍ଠିତ ହେବ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍