ସାଧାରଣ ଲୋକଙ୍କୁ ଆରବିଆଇ ଝଟ୍କା । ସବୁ ପ୍ରକାର ଲୋନ୍ ହେବ ମହଙ୍ଗା । ଆରବିଆଇ ରେପୋ ରେଟ୍ ୦.୩୫ ପ୍ରତିଶତ ବୃଦ୍ଧି । ମନିଟାରୀ ପଲିସି ବୈଠକ ପରେ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏବେ ରେପୋ ରେଟ୍ ୫.୯୦ରୁ ବଢ଼ି ୬.୨୫ ପ୍ରତିଶତ ହୋଇଛି । ହୋମ୍ ଲୋନ୍ ସହ ସବୁ ପ୍ରକାର ଋଣ ଏବେ ହେବ ମହଙ୍ଗା । ବିଶ୍ବ ଅର୍ଥନୈତିକ ଚିନ୍ତାଧାରା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଆରବିଆଇ ରେପୋ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ମୁଦ୍ରା ନୀତି କମିଟି ବୈଠକରେ ମୂଲ୍ୟାଙ୍କନକୁ ଆଧାର କରି ଏହି ନିଷ୍ପତ୍ତି ନେଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ