କୋଭିଡ ମୁକାବିଲା ଲାଗି ଆଲର୍ଟରେ ଦେଶ । ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ତଥା ସ୍ବାସ୍ଥ୍ୟସଂକ୍ରାନ୍ତ ଭିତ୍ତିଭୂମି ଗୁଡିକରେ ଆଜି ହେବ ମକଡ୍ରିଲ । ମକଡ୍ରିଲ କରିବା ଲାଗି ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ଶଯ୍ୟା, ମାନବସମ୍ବଳ, ଲଜିଷ୍ଟିକ୍ସ, ମେଡିକାଲ ଅକ୍ସିଜେନର ସପ୍ଲାଏ ଚେନ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ଦେଶରେ ଦ୍ବିତୀୟ ଲହରରେ ଭୟଙ୍କର ସଙ୍କଟ ସୃଷ୍ଟି ହୋଇଥିବାବେଳେ ମେଡିକାଲ ଅକ୍ସିଜେନ ଅଭାବରୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେପରି ଅବସ୍ଥା ଆସିବା ପୂର୍ବରୁ ସତର୍କ ରହିବା ଲାଗି କୁହାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍