ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମାମଲା । ଏନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ସ୍ୱୀକୃତି ମିଳିବ ନା’ ନାହିଁ ତା ଉପରେ ରହିଛି ସମସ୍ତଙ୍କ ନଜର । ସରକାରଙ୍କ ଯୁକ୍ତି ଅନୁସାରେ, କେବଳ ବିଷମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପାତରଅନ୍ତର ନୁହେଁ । କାରଣ ଏହା ପ୍ରଚଳିତ ପରମ୍ପରା ଏବଂ ସାମାଜିକ ଓ ଆଇନଗତ ଭାବେ ଏହା ସର୍ବଜନଗୃହୀତ । ସବୁ ଧର୍ମରେ ବିଷମଲିଙ୍ଗୀ ବିବାହକୁ ହିଁ ସ୍ବୀକୃତି ମିଳିଥାଏ । ହିନ୍ଦୁ ଆଇନରେ ଏହା ଏକ ପବିତ୍ର ଅନୁଷ୍ଠାନ । ଏପରି କି ଇସଲାମ ଧର୍ମରେ ମଧ୍ୟ କେବଳ ଜଣେ ଜୈବିକ ପୁରୁଷ ଓ ଜଣେ ଜୈବିକ ନାରୀ ଭିତରେ ହିଁ ବିବାହ ସଂଘଟିତ ହୋଇଥାଏ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ