ସମଦ୍ରରୁ ଉଦ୍ଧାର ହେଲା ସନ୍ଦିଗ୍ଧ ଡଙ୍ଗା । ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାରୁ ଏହି ସନ୍ଦିଗ୍ଧ ଡଙ୍ଗା ମିଳିଛି । ସାଧାରଣତଃ ଏହି ଅଞ୍ଚଳରୁ ପାକିସ୍ତାନ ଡଙ୍ଗା ମିଳିଥାଏ । ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ ଏହା ପାକିସ୍ତାନୀ ଡଙ୍ଗା ନା ଅନ୍ୟ କିଛି । ତେବେ ଉକ୍ତ ଡଙ୍ଗାରୁ ଏକେ-୪୭ ରାଇଫଲ ମିଳିଥିବା ଜଣାପଡିଛି । ପୋଲିସ ସମେତ ଅନ୍ୟ ଯାଞ୍ଚ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ଏଥିରେ କୌଣସି ଲୋକ ନଥିବା ବେଳେ କେବଳ ଏକେ-୪୭ ରାଇଫଲ ରହିଛି । ସମୁଦ୍ର ଲହଡିରେ ଏହା ଭାସିଭାସି କୂଳରେ ଆସି ଲାଗିଛି । ଏହାସହ ଅନେକ ଅଚଳ ହତିଆର ମଧ୍ୟ ସେଠାରୁ ଉଦ୍ଧାର ହୋଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ