ଓଡିଶା ଚାଷୀଙ୍କୁ ହତାଦାର କରୁଛି କେନ୍ଦ୍ର । ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ଟଙ୍କା ମିଳୁନି । ଫଳରେ ଦିନ ପରେ ଦିନ ଗଡାଇ ଚାଲୁଛନ୍ତି ବୀମା କମ୍ପାନୀ । ରାଜ୍ୟର ଗରିବ ଚାଷୀମାନେ 5 ଶହ କୋଟି ଟଙ୍କାର ବକେୟା ବୀମା ରାଶି ନପାଇ ଦୁର୍ଦ୍ଦଶା ଭୋଗୁଛନ୍ତି । ଆଜି ବିଜେଡି ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାର ତୁରନ୍ତ ସମାଧାନ ଦାବି କରିଛି ଦଳ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା