ମିଶନ ମୁନରେ ଇତିହାସ ରଚିଲା ନାସା । ପ୍ରେରଣ କଲା ଆର୍ମେଟିସ ୱାନ ମହାକାଶଯାନ । ଆମେରିକା ସ୍ପେସ ଏଜେନ୍ସି ନାସାର ଚନ୍ଦ୍ର ମିଶନ ‘ଆର୍ଟିମିସ-ୱାନ’ ସଫଳତାର ସହ ଲଞ୍ଚ ହୋଇଛି । ରକେଟଟି ଫ୍ଲୋରିଡ଼ାର କେନେଡି ସ୍ପେସ ସେଣ୍ଟରରୁ ଭାରତୀୟ ସମୟ ଅନୁସାରେ ୧୨.୧୭ ମିନିଟରେ ଲଂଚ ହୋଇଛି । ଦୁନିଆର ସୁବୁଠୁ ବଡ଼ ରକେଟ୍ ଲଂଚ କରିବାରେ ଏହା ନାସାର ତୃତୀୟ ପ୍ରୟାସ । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ୫୦ ବର୍ଷ ପରେ ଏହି ମିଶନ କରିଛି । ନାସାର ମଙ୍ଗଳ ମିଶନ ପରେ ଏହି ଆର୍ଟିମିସ-ୱାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମିଶନ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍