ମିଶନ ମୁନରେ ଇତିହାସ ରଚିଲା ନାସା । ପ୍ରେରଣ କଲା ଆର୍ମେଟିସ ୱାନ ମହାକାଶଯାନ । ଆମେରିକା ସ୍ପେସ ଏଜେନ୍ସି ନାସାର ଚନ୍ଦ୍ର ମିଶନ ‘ଆର୍ଟିମିସ-ୱାନ’ ସଫଳତାର ସହ ଲଞ୍ଚ ହୋଇଛି । ରକେଟଟି ଫ୍ଲୋରିଡ଼ାର କେନେଡି ସ୍ପେସ ସେଣ୍ଟରରୁ ଭାରତୀୟ ସମୟ ଅନୁସାରେ ୧୨.୧୭ ମିନିଟରେ ଲଂଚ ହୋଇଛି । ଦୁନିଆର ସୁବୁଠୁ ବଡ଼ ରକେଟ୍ ଲଂଚ କରିବାରେ ଏହା ନାସାର ତୃତୀୟ ପ୍ରୟାସ । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ୫୦ ବର୍ଷ ପରେ ଏହି ମିଶନ କରିଛି । ନାସାର ମଙ୍ଗଳ ମିଶନ ପରେ ଏହି ଆର୍ଟିମିସ-ୱାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମିଶନ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ