ଗୁଳିକାଣ୍ଡରେ ପୁଣି ଥରିଲା ଆମେରିକାର ଟେକ୍ସାସ୍ ସହର । ଏଠିକାର ଏକ ବଡ ସପିଙ୍ଗ ମଲରେ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣାର ଖବର ପାଇଁ ପୁଲିସ ସେଠାରେ ତୁରନ୍ତ ପହଞ୍ଚି ଅପରେସନ୍ ଆରମ୍ଭ କରିଦେଇଥିଲା । ଫଳରେ ପୁଲିସର ଏନକାଉଣ୍ଟରରେ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତକ ଓ ଗୁରୁତରଙ୍କ ମଧ୍ୟରେ ଶିଶୁ ଥିବା ଜଣାପଡିଛି । ଘଟଣାକୁ ନେଇ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ