ଇଡି କାର୍ଯ୍ୟାଳୟରେ ପୁଣି ହାଜର ହେଲେ ବ୍ଲାକ୍ ମେଲର୍ ଅର୍ଚ୍ଚନାଙ୍କ ଗାଡ଼ି ଚାଳକ। ଗାଡ଼ି ଚାଳକ ଚନ୍ଦନଙ୍କୁ ଇଡି ଅଧିକାରୀମାନେ ଆଉଥରେ କାର୍ଯ୍ୟାଳୟକୁ ଡାକି ପଚରାଉଚୁରା କରିଛନ୍ତି। ଅର୍ଚ୍ଚନାଙ୍କର ଆଉ କାହା ସହିତ ସମ୍ପୃକ୍ତି ରହିଛି ଓ ସେ ଅନ୍ୟ କେଉଁଠୁ ଟଙ୍କା ଦେଣ ନେଣ କରିଛନ୍ତି ସେନେଇ ଇଡି ଅଧିକାରୀମାନେ ତାଙ୍କୁ ପଚରା ଉଚୁରା କରିପାରନ୍ତି ବୋଲି କୁହାଯାଇଛି । ଗତ ୨ ଦିନ ପୂର୍ବେ ବା ଗତ ସପ୍ତାହ ଶନିବାର ଦିନ ଚନ୍ଦନଙ୍କୁ ଇଡି ଅଧିକାରୀମାନେ ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟକୁ ଡାକି ପଚରାଉଚୁରା କରିଥିଲେ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍