ମାନସିକସ୍ତରରେ ସୁଦୃଢ଼ ହେବେ କଲେଜ ଛାତ୍ରୀ ଓ କିଶୋରୀ । ଏମାମାନଙ୍କୁ ମାନସିକସ୍ତରରେ ସୁଦୃଢ଼ କରି ସମାଜରେ ସୁନ୍ଦର ନାଗରିକ ଭାବେ ଗଢ଼ି ତୋଳିବାକୁ ସଚେତନତା ଅଭିଯାନ ଆରମ୍ଭ । ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଜିକ ସଂଗଠନ ବିଚାର ଭାରତୀ ଟ୍ରଷ୍ଟ ଦ୍ୱାରା ‘ସାଥୀ’ ନାଁରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସ୍ଥିତ ମହର୍ଷି ମହିଳା କଲେଜରେ ଓ ଖୋର୍ଦ୍ଧା ଜିଲ୍ଲାର ୩୬ଟି କଲେଜରେ ଏହି ସଚେତନତା ଅଭିଯାନ ଚାଲିବ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍