The Topmost

“The eyes believe themselves, the ears believe other people.”

NOSE PIN FASHION

ଷ୍ଟାଇଲିସ୍‌ ଡିଜାଇନର ନୋଜ୍‌ ପିନ୍‌

ମହିଳାଙ୍କ ଅନେକ ପାରମ୍ପରିକ ଶୃଙ୍ଗାର ମଧ୍ୟରେ ନୋଜ୍‌ ପିନ୍‌ ଅନ୍ୟତମ । ଏହାକୁୁପିନ୍ଧିଲେ ଚେହେରା ଆହୁରି ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯାଇଥାଏ । ହେଲେ ଆଜିକାଲି ନୋଜ୍‌ ପିନ୍‌ର ଟ୍ରେଣ୍ଡରେ ପରିବର୍ତ୍ତନ ଆସିଛି । ବିବାହିତ ନାରୀମାନଙ୍କଠୁ ଆରମ୍ଭ କରି କିଶୋରୀ, କର୍ମଜୀବୀ ମହିଳାମାନେ ମଧ୍ୟ ଡିଜାଇନର ନୋଜ୍‌ ପିନ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି ।

NOSE PIN FASHION
NOSE PIN FASHION @thetopmost-01

ସ୍ମଲ୍‌ ନୋଜ୍‌ ହୁପ୍‌- ଏପରି ନୋଜ ପିନ୍‌କୁ ଯୁବତୀମାନେ ବେଶି ପସନ୍ଦ କରୁଛନ୍ତି । ଗୋଲେïନ, ସିଲଭର୍‌ ମେଟାଲରେ ଏହି ହୁ«କୁ ଆପଣ ପ୍ରତିଦିନ ପିନ୍ଧିପାରିବେ ।
ସେପ୍‌ ନୋଜ୍‌ ଷ୍ଟଡ୍‌- ଏହି ଡିଜାଇନର ନୋଜ୍‌ ପିନ୍‌ ଆଜିକାଲି ବେଶ୍‌ ପପୁଲାର ହୋଇଛି । ଏଥିରେ କ୍ୟାଟ୍‌ ସେପ୍‌, ହାର୍ଟ ସେପ୍‌, ଫ୍ଲୋରାଲ ଡିଜାଇନ କିଶୋରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ।
ଡାଏମଣ୍ଡ ନୋଜ୍‌ ରିଙ୍ଗ୍‌- ଏହି ନୋଜ୍‌ ପିନ୍‌ ଏଲିଗାଣ୍ଟ୍‌ ଲୁକ୍‌ ଦେବା ସହ ଅନ୍ୟଙ୍କଠୁ ଭିନ୍ନ ଲୁକ୍‌ ଦେବାରେ ସହାୟକ କରିଥାଏ । ଏହାକୁ ଯେକୌଣସି ବୟସର ନାରୀମାନେ ପିନ୍ଧିପାରିବେ ।
ଆଷ୍ଟ୍ରୋନୋମିକଲ୍‌ ନୋଜ୍‌ ପିନ୍‌- ଏପରି ନୋଜ୍‌ ପିନ୍‌କୁ ଆପଣ ପାର୍ଟି କିମ୍ବା ଫଙ୍କସନ୍‌ରେ ଟ୍ରାଡିସନାଲ ଆଉଟଫିଟ୍‌ ସହ ପିନ୍ଧିପାରିବେ । ଅର୍ଦ୍ଧ ଚନ୍ଦ୍ରମା ଡିଜାଇନର ନୋଜ୍‌ ପିନ୍‌ ଆପଣଙ୍କୁ ୟୁନିକ୍‌ ଟଚ୍‌ ଦେବ ।

NOSE PIN FASHION
NOSE PIN FASHION @thetopmost-01

http://thetopmost.in/?p=1143

http://thetopmost.in/?p=1139

http://thetopmost.in/?p=1128

http://thetopmost.in/?p=1121

http://thetopmost.in/?p=1066


ପର୍ଲ ପିନ୍‌- ପର୍ଲ ଦେଖିବାକୁ କ୍ଲାସି ଏବଂ ଷ୍ଟାଇଲିସ ଲାଗିଥାଏ । ଆପଣ ଏପରି ନୋଜ୍‌ ପିନ୍‌ ମଧ୍ୟ ଟ୍ରାଏ କରିପାରିବେ ।
ଟୁ ଲେୟାର ନୋଜ୍‌ ରିଙ୍ଗ୍‌ – ଏହା ବି ନୋଜ୍‌ ପିନ୍‌ର ଏକ ନୂଆ ଡିଜାଇନ, ଯାହା ଦୀର୍ଘ ସମୟ ଧରି ଟ୍ରେଣ୍ଡ୍‌ରେ ରହିଛି ।