ଶ୍ରୀମନ୍ଦିରରେ ନିୟୋଜିତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ । କର୍ତ୍ତବ୍ୟ ସମୟରେ ନିୟୋଜିତ ପୋଲିସ୍ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା । ବିଶେଷ କାର୍ଯ୍ୟରେ ନିୟୋଜିତ ଥିବା କିଛି ଅଧିକାରୀଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା । ଶ୍ରୀମନ୍ଦିର ଭିତରେ ମୋବାଇଲ ବାରଣ ଥିବାବେଳେ ପୋଲିସ୍ କର୍ମଚାରୀ ମୋବାଇଲ ଧରିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା । ଏହାଭିତରେ ବାରମ୍ବାର ମନ୍ଦିର ଭିତରର ଫଟୋ ଭାଇରାଲ ହେଉଥିବା ନଜରକୁ ଆସିଥିବାବେଳେ ପୋଲିସ କର୍ମଚାରୀମାନଙ୍କ ଉପରେ ମଧ୍ୟ ଅନେକମାତ୍ରାରେ ସନ୍ଦେହ ସୃଷ୍ଟି ହୋଇଛି । ଯାହାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା