The Topmost

“The eyes believe themselves, the ears believe other people.”

ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା

ଶ୍ରୀମନ୍ଦିର ଭିତରକୁ ଯାଇପାରବନି ସ୍ମାର୍ଟ ଫୋନ । ଏହାକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନଷ୍ପତ୍ତି ନିଆଯାଇଛି । ରତ୍ନ ବେଦୀର ଫଟୋ ଭାଇରାଲ ହେବା ଏବଂ ଡ୍ରୋନ କ୍ୟାମେରାରେ ଶ୍ରୀମନ୍ଦିର ପରିସର ଦୃଶ୍ୟ ଭାଇରାଲ୍ ହେବା ପରେ କଡ଼ା କଟକଣା ଲଗାଇବାକୁ ଛତିଶାନିଯୋଗ ବୈଠକରେ ସ୍ଥିର କରାଯାଇଛି । ତେବେ କୌଣସି ବ୍ୟକ୍ତି ବିଶେଷ ଶ୍ରୀମନ୍ଦିର ଭିତରକୁ କ୍ୟାମେରାଯୁକ୍ତ ଫୋନ ନେଇପାରିବେ ନାହିଁ । ସ୍କାର୍ଟ ଫୋନ ପାଇଁ କେବଳ ମନ୍ଦିର କମାଣ୍ଡରଙ୍କୁ ଅନୁମତି ମିଳିବ ।

SHARE BY