The Topmost

“The eyes believe themselves, the ears believe other people.”

ଶ୍ରୀନଗରର ବୋମିନାରେ ୩ ଆତଙ୍କୀ ସଫା

() ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସେନା ଗୁଳିରେ ଟଳିଲେ ୩ ଆତଙ୍କୀ । ଶ୍ରୀନଗରର ବୋମିନାରେ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ସଫା ହୋଇଛନ୍ତି । ଏହାସହ ଜଣେ ପୋଲିସ ଅଧିକାରୀ ଆହତ ମଧ୍ୟ ହୋଇଛନ୍ତି । ତେବେ ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଜଣ ଲଶ୍କର-ଏ-ତୋଏବାର ରହିଥିବା ସୂଚନା ମିଳିଛି । ଜମ୍ମୁ-କାଶ୍ମୀର ଆଇଜିପି ବିଜୟ କୁମାରଙ୍କ ସୂଚନା ଅନୁସାରେ ଉକ୍ତ ଆତଙ୍କବାଦୀମାନେ ଅମରନାଥ ଯାତ୍ରାରେ ଆକ୍ରମଣ ଉଦ୍ୟମ ରଖିଥିଲେ । ତେବେ ନିହତ ଆତଙ୍କବାଦୀଙ୍କ ଠାରୁ ଦୁଇଟି ଏକ-୪୭ ରାଇଫଲ, ୧୦ ମାଗାଜିନ୍ ଓ ଗୁଳି ଜବତ ହୋଇଛି ।https://thetopmost.in/a-girl-have-a-world-record-for-her-biggest-chick/

https://thetopmost.in/vienas-people-give-tribute-to-ukraine-mass-who-died-in-war/