ଅଲ୍ ଓଡ଼ିଶା ହିୟରିଂ ଆଣ୍ଡ ସ୍ପିଚ୍ ଥେରାପି କ୍ଲିନିକ୍ ଚନ୍ଦ୍ରଶେଖରପୁରସ୍ଥିତ ପେଟ୍ରୋଲ୍ ପମ୍ପ ପଛ ପାଖ କାର୍ଯ୍ୟାଳୟଠାରେ ବାକ୍ ଓ ଶ୍ରବଣ ସମସ୍ୟାର ସମାଧାନ କରାଯାଉଛି। ଏଓଏଚ୍ଏସ୍ସି ଓଡ଼ିଶାର ସର୍ବଶ୍ରେଷ୍ଠ ସଂସ୍ଥା, ଯିଏକି ବିଗତ ୧୦ବର୍ଷ ଧରି ଭୁବନେଶ୍ବରରେ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ସହ ୩୦ ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କୁ ସନ୍ତୁଷ୍ଟ କରିପାରିଛି। ଏଠାରେ ବାକ୍ ଓ ଶ୍ରବଣଜନିତ ସମସ୍ତ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ଓ ନିରାକରଣ କରାଯାଇଆସୁଛି। ଏଓଏଚ୍ଏସ୍ସିର ସ୍ବତ୍ବାଧିକାରୀ ସୌମ୍ୟରଞ୍ଜନ ସାହୁ ଏକାଧାରାରେ ଜଣେ ବାକ୍ ଓ ଶ୍ରବଣ ବିଶେଷଜ୍ଞ। ତାଙ୍କ କହିବା ଅନୁଯାୟୀ, ୧୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କର ଶ୍ରବଣ କିମ୍ବା ବାକ୍ ତ୍ରୁଟି ଥାଏ। ତେଣୁ ଶ୍ରବଣ ଅସୁବିଧାରେ ପୀଡ଼ିତ ବ୍ୟକ୍ତିମାନଙ୍କର ଅତ୍ୟାଧୁନିକ କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା କରି ସେ ଉପଯୁକ୍ତ ଉପଦେଶ ଦେଇ ଆସୁଛନ୍ତି। ବାକ୍ ଅସୁବିଧା ଥିବା ବିଭିନ୍ନ ସମସ୍ୟା ଯେପରିକି ଷ୍ଟାମରିଂ(ଖନାଦୋଷ), ଅଟିଜିମ୍, ଏଡିଏଚ୍ଡି, ସେରେବ୍ରାଲ୍ ପାଲ୍ସି, ମେଣ୍ଟାଲ୍ ରିଟାର୍ଡେସନ୍, ଲର୍ଣ୍ଣିଂ ଡିଜାବିଲିଟି ଏବଂ ଭଏସ୍ ପ୍ରୋବ୍ଲେମ୍ ଥିବା ଶିଶୁ କିମ୍ବା ବ୍ୟକ୍ତିମାନଙ୍କର ମଧ୍ୟ ସଠିକ୍ ଭାବରେ ଚିକିତ୍ସା ଏବଂ ନିରାକରଣ କରାଯାଇଆସୁଛି। ଏତଦ୍ ସମ୍ବନ୍ଧୀୟ ଏହା ଏକମାତ୍ର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ। ଇଚ୍ଛୁକ ବ୍ୟକ୍ତିମାନେ ନିମ୍ନଲିଖିତ ନମ୍ବରରେ ଯୋଗାଯୋଗ କରନ୍ତୁ ।
ମୋ: ୮୨୬୦୭୬୫୫୬୬, ୮୨୬୦୪୪୫୫୬୬
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି
ଯୌନଶକ୍ତି ବୃଦ୍ଧି ପାଇଁ ଖାଉଛନ୍ତି କି ଭାଏଗ୍ରା, ସାଇଡଇଫେକ୍ଟ ଶୁଣିଲେ ଆସିବ ହାର୍ଟ ଆଟାକ୍