The Topmost

“The eyes believe themselves, the ears believe other people.”

ଶ୍ରଦ୍ଧା ମର୍ଡର କେସ୍ ନେଇ ବର୍ଷିଲେ ସାଧ୍ବୀ ପ୍ରାଚୀ

ବହୁଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱକର ହତ୍ୟା ମାମଲା । ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲାକୁ ପୁଲିସ ରିମାଣ୍ଡରେ ନେଇ । ତା’ର ନାର୍କୋ ଟେଷ୍ଟ କରିବା ପାଇଁ ପୁଲିସ ପ୍ରସ୍ତୁତି ଚଳାଇଛି । ଏହାରି ଭିତରେ ଏହି ହତ୍ୟାକାଣ୍ଡକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଅନେକ ଅଫତାବଙ୍କ ଏଭଳି ନୃଶଂସ ହତ୍ୟାକାଣ୍ଡକୁ ବିରୋଧ କରିବା ସହ କ୍ରୋଧ ପ୍ରକାଶ କରିଛନ୍ତି । ଏହି ତାଲିକାରେ ଏବେ ବିଶ୍ୱ ହିନ୍ଦୁ ପରିଷଦର ନେତା ସ୍ୱାଧୀ ପ୍ରାଚୀଙ୍କ ନାଁ ମଧ୍ୟ ଯୋଡି ହୋଇଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାଧୀ ପ୍ରାଚୀ କହିଛନ୍ତି, ହିନ୍ଦୁମାନେ ଏକଜୁଟ ହୁଅନ୍ତି । କାନ ଖୋଲ ଏବଂ ଶୁଣ । ସେମାନଙ୍କୁ ସମାନ ଭାଷାରେ ଉତ୍ତର ଦିଅ । ଅଫତାବ ଶ୍ରଦ୍ଧାଙ୍କୁ ୩୫ ଖଣ୍ଡରେ କାଟି ହତ୍ୟା କରିଛି, ତାକୁ ମଧ୍ୟ ୫୦୦ ଖଣ୍ଡ କରି କଟାଯାଉ । ଏଭଳି ଉଚିତ ଜାବବ ଦେଲେ ଆଉ କୌଣସି ଝିଅର ମୃତ୍ୟୁ ହେବ ନାହିଁ  ।