- () ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ କୌଣସି ପ୍ରକାରର ଭୁଲ ନାହିଁ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କେନ୍ଦ୍ରକୁ ସ୍ପଷ୍ଟୀକରଣ ଦେଇଛନ୍ତି । ଅଧ୍ୟାଦେଶକୁ ନେଇ କେନ୍ଦ୍ର ଯେଉଁ ଆପତ୍ତି ଉଠାଇଥିଲା ସେସବୁର ବିସ୍ତୃତ ଭାବରେ ଉତ୍ତର ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଲିଙ୍ଗରାଜ ମନ୍ଦିରର ପୂଜା ଓ ସେବାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଧ୍ୟାଦେଶରେ ଅନେକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ସହ ଆମସାର ଆଇନର ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା ।
“The eyes believe themselves, the ears believe other people.”
More Stories
ରାମ ନବମୀ ପାଇଁ ଅନୁମତି ନାହିଁ
ରାମ ନବମୀରେ ଅଯୋଧ୍ୟାରୁ ଲାଇଭ୍ ଷ୍ଟ୍ରିମ୍ କରିବେ ବଚ୍ଚନ୍
କେମିତି ଦେଖିବେ ରାମ ଲାଲାଙ୍କ ଅଭିଶେକ ସହିତ ସୂର୍ଯ୍ୟତିଳକ ବିଧି