ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଲ୍ୟାଣ୍ଡ ଫର ଜବ ଦୁର୍ନୀତି ଘଟଣାରେ ଏପରି ରେଡ୍ କରାଯାଇଛି । କିଛି ଦିନ ତଳେ ସିବିଆଇ ତେଜସ୍ୱୀଙ୍କ ବାପା ଲାଲୁ ପ୍ରସାଦ ଯାଦବ ଓ ମା’ ରାବ୍ରୀ ଦେବୀଙ୍କୁ ଏହି ଦୁର୍ନୀତି ଘଟଣାରେ ଜେରା କରିଥିଲା । ଏବେ ଇଡି ତେଜସ୍ୱୀ ଓ ତାଙ୍କ ଭଉଣୀମାନଙ୍କ ଘରେ ରେଡ୍ କରିଛି । ଆଜି ଇଡିର ଅଧିକାରୀମାନେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ୧୫ଟି ସ୍ଥାନରେ ଚଢ଼ଉ କରିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ