ଲକ୍ଷ୍ମୀପୁର ଖେରୀରେ କୃଷକ ହତ୍ୟା ମାମଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ । ଏହି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ କୋର୍ଟ କହିଛନ୍ତି କି ନଭେମ୍ବର ୨୯ ତାରିଖ ସୁଦ୍ଧା ଅଭିଯୋଗ ସ୍ପଷ୍ଟ କରିବା ଉପରେ ଟ୍ରାଏଲ କୋର୍ଟ ନିଷ୍ପତ୍ତି ଜଣାଇବା ପରେ ଡିସେମ୍ବର ୧୨ ତାରିଖରେ ଏହି ମାମଲାର ଶୁଣାଣି କରାଯିବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ