ଭାଙ୍ଗିଲା ୧୨୩ ବର୍ଷର ରେକର୍ଡ । ଦେଶରେ ଅହେତୁକ ଭାବରେ ବଢୁଛି ତାପମାତ୍ରା । ଦିନ ତାପମାତ୍ରାରେ ସବୁଠୁ ଉତ୍ତପ୍ତ ହୋଇଛି ୨୦୨୩ ମସିହାର ଫେବ୍ରୁଆରୀ । ୧୯୦୧ରୁ ୨୦୨୩ ମଧ୍ୟରେ ଗତ ଫେବ୍ରୁଆରୀରେ ଦିନର ହାରାହାରି ତାପମାତ୍ରା ୨୯.୫୪ ଡିଗ୍ରୀ ରେକର୍ଡ ହୋଇଛି । ଆଇଏମଡିର ଆକଳନ ଅନୁସାରେ ଆଜିଠୁ ସ୍ଥିତି ସଂଗୀନ ହେବ । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ । ରେଡମାର୍କରେ ରହିଛି ରାଜଧାନୀ ଭୁବନେଶ୍ବର । ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ଅରେଞ୍ଜ ମାର୍କ ଜାରି କରାଯାଇଛି । ମାର୍ଚ୍ଚରୁ ମେ ମଧ୍ୟରେ ସ୍ବାଭାବିକ ଠାରୁ ଅଧିକ ରହିବ ତାପମାତ୍ରା ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍