Destroyed armored vehicles litter the road in Balakliya, Kharkiv region, on September 10, 2022, amid the Russian invasion of Ukraine. - Ukrainian forces said on September 10, 2022 they had entered the town of Kupiansk in eastern Ukraine, dislodging Russian troops from a key logistics hub in a lightning counter-offensive that has seen swathes of territory recaptured. (Photo by Juan BARRETO / AFP) (Photo by JUAN BARRETO/AFP via Getty Images)

ରୁଷ ଆକ୍ରମଣରେ ପାଲଟା ଜବାବ ଦେଲା ୟୁକ୍ରେନ

ରୁଷ ଆକ୍ରମଣରେ ପାଲଟା ଜବାବ ରଖିଛି ୟୁକ୍ରେନ । ପାଖାପାଖି ୭ମାସ ହେବ ରୁଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହାରି ମଧ୍ୟରେ ଖାରକିଭ କ୍ଷେତ୍ରରେ ପୂର୍ବ ସପ୍ତାହରେ ୟୁକ୍ରେନ ସୈନିକମାନେ ରୁଷକୁ କଡ଼ା ଟକ୍କର ଦେଇଛନ୍ତି । ୟୁକ୍ରେନ ସୈନିକଙ୍କ ସୂଚନା ଅନୁସାରେ ୟୁକ୍ରେନ ସୈନିକମାନେ ଖାରକିଭରେ ରୁଷ ସୈନିକଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଦେଇଥିଲେ । ଏବଂ ରୁଷ ସୈନିକଙ୍କ ସଂଖ୍ୟା କମାଇଦେଇଛି । ୟୁକ୍ରେନର ସେନା ଉତରରେ ଗାଁ ଗୁଡ଼ିକୁ ଘେରି ଦେଇଥିବା ସହ ରୁଷ ସୀମାକୁ ଭାଙ୍ଗି ଦେଇଛନ୍ତି । ଅନ୍ୟପଟେ ୟୁକ୍ରେନର ସୂଚନା ଅନୁସାରେ ଏହି ୬ ମାସର ଯୁଦ୍ଧରେ ସମ୍ଭାବିତ ସଫଳତାରେ ୩ ହଜାର ବର୍ଗ କିଲୋମିଟର କ୍ଷେତ୍ର ଉପରେ ନିୟନ୍ତ୍ରଣ ହାସଲ କରିଛନ୍ତି ।

SHARE BY