ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ତାତିଲା କଂଗ୍ରେସ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ୬ ଦୋଷୀ ଖଲାସ ଘଟଣାରେ ଉତକ୍ଷିପ୍ତ କଂଗ୍ରେସ । ଦୋଷୀମାନଙ୍କ ମୁକ୍ତି ବିରୋଧରେ କଂଗ୍ରେସ ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ ହେବ ବୋଲି ଦଳ ସୂଚନା ଦେଇଛି । ଦୋଷୀମାନଙ୍କୁ ମୁ୍କ୍ତ କରିବା ଦୁର୍ଭାଗ୍ୟଜନକ ଓ ଅଗ୍ରହଣୀୟ ବୋଲି ଦଳ କହିଛି । ଗତ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏନେଇ ଏକ ପିଟିସନ ଦାୟର ହୋଇଥିବାବେଳେ ଆଜି କଂଗ୍ରେସ ଏହି ସୂଚନା ଦେଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ