ମୁଖ୍ୟ ନିର୍ବାଚନ କମିଶନର ଓ ୨ ଜଣ ନିର୍ବାଚନ କମିଶନର ନିଯୁକ୍ତି ମାମଲା । ରାୟ ସଂରକ୍ଷିତ ରଖିଲେ ସୁପ୍ରିମ କୋର୍ଟ । ଏହି ଆବେଦନରେ ଅନୁରୋଧ କରାଯାଇଥିଲା କି ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଗଠିତ ହୋଇଥିବା କମିଟିରେ ମୁଖ୍ୟ ବିଚାରପତି, ପ୍ରଧାନମନ୍ତ୍ରୀ ଓ ବିରୋଧୀଦଳର ନେତାଙ୍କୁ ସାମିଲ କରାଯିବା ଆବଶ୍ୟକ । ଏଭଳି ବଡ ସାମ୍ବିଧାନିକ ପଦରେ ସିଧାସଳଖ ସରକାରଙ୍କ ତରଫରୁ ନିଯୁକ୍ତି ଦିଆଯିବା ଠିକ୍ ନୁହେଁ ବୋଲି ଆବେଦନକାରୀ ଯୁକ୍ତି ବାଢିଥିଲେ । ଜଷ୍ଟିସ କେ.ଏମ ଜୋସେଫଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ