ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗରେ ଏକାଠି ହେଲେ ବିରୋଧୀ । ଜଣେ ଆଉ ଜଣଙ୍କୁ ବିରୋଧ କରୁଥିବା ଦଳ ଓ ନେତା, ଏବେ ରାହୁଲଙ୍କ ପାଇଁ ଏକାଠି ହେଉଛନ୍ତି । ରାହୁଲଙ୍କ ସମର୍ଥନ ପାଇଁ ଖଡଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଡିଏମକେ, ସପା, ଜେଡିୟୁ, ବିଆରଏସ୍, ସିପିଏମ୍, ଆରଜେଡି, ଏନସିପି, ସିପିଆଇଏମ୍, ଉଦ୍ଧବଙ୍କ ଶିବସେନା ଭଳି ୧୭ଟି ଦଳ ସାମିଲ ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି- ମମତା ବାନାର୍ଜୀଙ୍କ ଟିଏମସିର ଭୂମିକା । କଂଗ୍ରେସର ବ୍ଲାକ୍ ପ୍ରୋଟେଷ୍ଟକୁ ସମର୍ଥନ ଜଣାଇଛି ତୃଣମୂଳ କଂଗ୍ରେସ । ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର, ବାଜପେୟୀଙ୍କ ଶବ୍ଦକୁ ଉଦ୍ଧାର କରି କହିଛନ୍ତି- ଛୋଟେ ମନ୍ ସେ କୋଇ ବଡ଼ା ନେଇ ହୋତା ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍