February 13, 2026

These are beautifull birds called "Painted Stroks" that are found in the entire area of southern India.

ରାତିରେ ବି ସୁରକ୍ଷିତ ଅତିଥି ପକ୍ଷୀ

ରାତିରେ ବି ସୁରକ୍ଷିତ ଆମ ଅତିଥି ପକ୍ଷୀ । ଚିଲିକାରେ ପକ୍ଷୀ ସୁରକ୍ଷା ଦିଗରେ ଅଣ୍ଟା ଭିଡ଼ିଛି ବନ ବିଭାଗ । ରାତିରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଚିଲିକାରେ ଘୁରି ବୁଲୁଛନ୍ତି । ଯେଉଁ ସ୍ଥାନରେ ଅଧିକ ବିଦେଶୀ ପକ୍ଷୀ ରହୁଛନ୍ତି, ସେହି ସ୍ଥାନରେ ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଛି । ବାଇନାକୁଲାର, ଟ୍ରଚ ଲାଇଟ୍, ଲାଠି ଓ ଠେଙ୍ଗା ସାହାଯ୍ୟରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଛନ୍ତି । ଏହା ସହ ଦିନରେ ପକ୍ଷୀଙ୍କ ସୁରକ୍ଷା ପାିଁ ଶିକାରୀଙ୍କ ଉପରେ ନଜର ରଖିବ ଡ୍ରୋନ୍ ।

SHARE BY