The Topmost

“The eyes believe themselves, the ears believe other people.”

ରାଜ୍ୟସଭା ନିର୍ବାଚନ ଆଜି ହେବ ଫଳାଫଳ ଘୋଷଣା

() ଆଜି ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ । ୪ ରାଜ୍ୟରେ ୧୬ ଆସନରେ ମୋଟ ୨୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହା ପୂର୍ବରୁ ମୋଟ ୪୧ ଜଣ ପ୍ରାର୍ଥୀ ବିଭିନ୍ନ ରାଜ୍ୟରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ସାରିଛନ୍ତି । ବାକି ଏହି ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଆଜି ହିଁ ଫଳାଫଳ ଘୋଷଣା ହେବ । ଉତ୍ତର ପ୍ରଦେଶରେ ୧୧, ମହାରାଷ୍ଟ୍ରର ୬, ତାମିଲନାଡୁର ୪, ବିହାରର ୫, ଆନ୍ଧ୍ରପ୍ରଦେଶର ୪, କର୍ଣ୍ଣାଟକ ୪, ରାଜସ୍ଥାନର ୪, ଓଡ଼ିଶାର ୩, ମଧ୍ୟପ୍ରଦେଶର ୩, ଝାଡଖଣ୍ଡର ୨ , ଛତିଶଗଡ଼ର ୨, ତେଲେଙ୍ଗାନାର ୨, ହରିୟାଣାର ୨, ପଞ୍ଜାବର ୨ ଆସନ, ଉତ୍ତରାଖଣ୍ଡର ଗୋଟିଏ ରହିଛି ।

https://thetopmost.in/vienas-people-give-tribute-to-ukraine-mass-who-died-in-war/

https://thetopmost.in/fan-celebrate-ranvir-alia-marrige-in-different-style/