ରାଜ୍ୟରେ ବଢୁଛି ଶୀତ । ୧୪ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଦଶମିକ ୬ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ରାତି ତାପମାତ୍ରା ୧୧.୫, କୋରାପୁଟ ସେମିଳିଗୁଡାରେ ୧୦.୩, ସୁନ୍ଦରଗଡ କିରେଇରେ ୧୧.୭, ଦାରିଙ୍ଗବାଡରେ ୧୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କଟକ ଓ ଭୁବନେଶ୍ୱରର ରାତି ତାପମାତ୍ରା ମଧ୍ୟ କମ୍ ରହୁଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍