ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ଏନ୍କାଉଣ୍ଟର । ଏହି ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଗୁରୁତର ହୋଇ ଥିବାବେଳେ ତାଙ୍କ ବାମ ଗୋଡରେ ବାଜିଛି ଗୁଳି । ତାଙ୍କୁ ଗୁରୁତର ଅବସ୍ଥାରେ RGHରେ ଭର୍ତ୍ତି କରାଯାଇଛି । ଗୁରୁତର ଅପରାଧୀ ଜଣକ ହେଲେ ବିଶ୍ବଜିତ ସାହୁ । ଏହାସହ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଉକ୍ତ ଏନ୍କାଉଣ୍ଟରରେ ଅପରାଧୀ ଠାରୁ ଗୋଟିଏ AK-47 ରାଇଫଲ୍, ଗୋଟିଏ ପିସ୍ତଲ, ୧୫ରୁ ଉର୍ଦ୍ଧ୍ବ ଗୁଳି ଏବଂ ଗୋଟିଏ କାର୍ ଜବତ ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା