କଲେଜ ସ୍ତରରେ ଷ୍ଟାର୍ଟଅପ ନୀତି ଆଣିବେ ରାଜ୍ୟସରକାର । ଯୁକ୍ତ ତିନି ଓ ପିଜିରେ ଆସିବ ଷ୍ଟାର୍ଟଅପ ନୀତି । ଏ ନେଇ ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ବୈଠକ ବସିଥିଲା । ବୈଠକରେ ଷ୍ଟାର୍ଟଅପ ଓଡ଼ିଶାର ଅଧ୍ୟକ୍ଷ ଓଁକାର ରାୟ, ବିଦେଶୀ କମ୍ପାନୀ ଫ୍ରଷ୍ଟ ଆଣ୍ଡ ସଲିଭେନ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆମର ସେଣ୍ଟର ଅଫ ଏକ୍ସେଲେନ୍ସ ବିଶ୍ୱ ବ୍ୟାଙ୍କ ଅନୁସାରେ ଭଲ କାମ କରୁଛି । ହେଲେ ତାହା ଗୋଟିଏ ସ୍ତର ଯାଏଁ ରହୁଛି । ରିସର୍ଚ୍ଚ ପରେ କେମିତି ବ୍ୟବସାୟିକ ଓ ଗ୍ଲୋବାଲ ଡାଟାବେସକୁ ଫିଟ ହେବ, ସେନେଇ ଆଲୋଚନା ହୋଇଛି । ରିସର୍ଚ୍ଚ ପାଇଁ ରାଜ୍ୟ ସରକାର ଅର୍ଥ ଦେଉଛନ୍ତି । ସେ ଦିଗରେ ଷ୍ଟାର୍ଟଅପ କାମ କରିବ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି