ଅଷ୍ଟ୍ରେଲିଆରେ ୧୭ ଦେଶର ମିଳିତ ସମରାଭ୍ୟାସ । ଚୀନ-ତାଇୱାନ ବିବାଦ ଭିତରେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି ବିଶାଳ ମିଳିତ ଯୁଦ୍ଧାଭ୍ୟାସ । ଏହି ସମରାଭ୍ୟାସରେ ଭାରତ ସମେତ ୧୭ ଦେଶ ସାମିଲ ହୋଇଛନ୍ତି । ୧୭ ଦେଶର ୧୦୦ଟି ଯୁଦ୍ଧ ବିମାନ ଉଚ୍ଚ ଆକାଶରେ ନିଜର ପରାକ୍ରମ ଦେଖାଉଛନ୍ତି । ଏହି ମିଲିଟାରୀ ଡ୍ରିଲ ଅଗଷ୍ଟ ୧୯ରୁ ଆରମ୍ଭ ହୋଇ ସେପ୍ଟେର ୬ ପର୍ଯ୍ୟନ୍ତ ଚାଲିବ । ୧୭ଦେଶରେ ଅଢେଇ ହଜାର ଯବାନ ଏଥିରେ ସାମିଲ ହୋଇଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ