ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଅପମାନିତ କରିଯିବା ପ୍ରସଙ୍ଗରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଏହାପରେ ମିମିକ୍ରିକୁ ନେଇ ମୁହଁ ଖୋଲିଛନ୍ତି ଟିଏମସି ନେତା କଲ୍ୟାଣ ବାନାର୍ଜୀ । ସେ କହିଛନ୍ତି ଯେ, ଉପରାଷ୍ଟ୍ରପତିଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ମିମିକ୍ରି କରିବା ଏକ କଳା । ତାଙ୍କୁ ଅପମାନିତ କରିବା ମୋର ଉଦ୍ଦେଶ୍ୟ ଜମାରୁ ନଥିଲା । ତେବେ କ୍ଷମା ମାଗିବାକୁ ସେ ରୋକଠୋକ୍ ମନା କରିଦେଇଛନ୍ତି।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ