ମାଲକାନଗିରିରେ ସୁଟିଂ ହେବ ପୁଷ୍ପାର ପାର୍ଟ୍ -୨ । ସ୍ଵାଭିମାନ ଅଞ୍ଚଳରେ ହେବ ସୁପର ହିଟ ଫିଲ୍ମ । ନିଖୋଜ ପୁଷ୍ପାକୁ ମାଲକାନଗିରିରେ ଖୋଜିବ ପୋଲିସ ।ସାରା ବିଶ୍ୱରେ ଫିଲ୍ମ ପୁଷ୍ପା ସୁପରହିଟ ହୋଇଛି । ଏବେ ଓଡ଼ିଶାରେ ସୁଟିଂ ହେବ ପୁଷ୍ପା -୨ । ପାର୍ଟ ୨ର ଟ୍ରେଲର ରିଲିଜ ପରେ କୋଟି କୋଟି ଦର୍ଶକ ଦେଖିସାରିଲେଣି । ଉତ୍କଣ୍ଠାର ସହ ସମସ୍ତେ ଚାହିଁ ରହିଛନ୍ତି କେବେ ଆସିବ ପାର୍ଟ -୨ । ଆଉ ଏହାରି ଭିତରେ ଫିଲ୍ମ ଓଡିଶାରେ ସୁଟିଂ ହେବ । ଚଳଚିତ୍ରର ଅବଶିଷ୍ଟାନ୍ସକୁ ନେଇ ପୁଷ୍ପା ୨ ଚଳଚିତ୍ରର ସୁଟିଙ୍ଗ ମାଲକାନଗିରି ଜିଲ୍ଲାରେ ହେବ । ମାଲକାନଗିରି ଜିଲ୍ଲାପାଳ ଓ ଏସ୍.ପି.ଙ୍କ ଠାରୁ ଅନୁମତି ଲୋଡିଲେ ପ୍ରଯୋଜକ। ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଚଳଚିତ୍ରର ଶୁଟିଙ୍ଗ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଛନ୍ତି ଏହାର ପ୍ରଯୋଜକ ଟିମ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ