ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଇଡିର ମାରାଥନ ଜେରା । ଦେଶରେ ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିଛି ଇଡି । ୧ ହଜାର କୋଟିର ଦୁର୍ନୀତି ଅଭିଯୋଗ ମାମଲାରେ ସୋରେନଙ୍କୁ ଜେରା ହୋଇଛି । ଏହି ମାମଲାରେ ଇଡି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ହେମନ୍ତ ସୋରେନଙ୍କୁ ବେଆଇନ ଖଣି ଖନନ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ପଙ୍କଜ ମିଶ୍ରଙ୍କ ପାଖରୁ ଜବତ ହୋଇଥିବା ତାଙ୍କର ଏକ ବ୍ୟାଙ୍କ ପାସବୁକ୍, ଚେକ୍ ବୁକ୍ ଏବଂ ତାଙ୍କ ଦସ୍ତଖତ ଥିବା ଦୁଇଟି ଚେକ୍ ଉପରେ ସୋରେନଙ୍କୁ ଇଡି ପ୍ରଶ୍ନ କରିଥିବା ସୂଚନା ମିଳିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ