ପୁଣି ବଦଳିଲା ଟ୍ବିଟରର ନିୟମ । ଏଣିକି ଟ୍ବିଟର ବ୍ୟବହାରକାରୀଙ୍କୁ ଦେବାକୁ ପଡିବ ଟଙ୍କା । ଟ୍ବିଟରରେ ବ୍ଲୁ ଟିକ୍ ପାଇଁ ଗଣିବାକୁ ପଡିବ ୮ ଡଲାର । ଭାରତୀୟ ମୂଲ୍ୟରେ ଟ୍ବିଟର ପାଇଁ ଦେବାକୁ ପଡିବ ପାଖାପାଖି ୬୦୦ ଟଙ୍କା । ଟ୍ବିଟର କିଣିବାର ୫ ଦିନ ପରେ ଏଭଳି ନୂଆ ନିୟମର ଘୋଷଣା କରିଛନ୍ତି ଏଲନ ମସ୍କ । ଦୁଇ ଦିନ ପୂର୍ବରୁ ଏନେଇ ବି ସଙ୍କେତ ଦେଇଥିଲେ ମସ୍କ । ନୂଆ ନିୟମ ଲାଗୁ ପରେ ସମଗ୍ର ବିଶ୍ବରୁ ଅଭିଯୋଗର ସ୍ବର ଉଠିଛି । ଯାହାର ଜବାବ ଦେଇ ମସ୍କ କହିଛନ୍ତି ଯେ ‘ଅଭିଯୋଗକାରୀ ଅଭିଯୋଗ ଜାରି ରଖ । ତଥାପି ତୁମକୁ ୮ ଡଲାର ଦେବାକୁ ହେବ ’ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍