ଲଦାଖକୁ ବଞ୍ଚାଇବା ଲାଗି ମାଇନସ ତାପମାତ୍ରାରେ ଅନଶନ । ଲଦାଖ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ବରଫ ଉପରେ ଧାରଣା ଦେଇଛନ୍ତି ସୋନମ ଓ୍ବାଙ୍ଗଚୁକ୍ । ସୋନମ ଓ୍ବାଙ୍ଗଚୁକ ଜଣେ ସମାଜ ସଂସ୍କାରକ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ତାଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଥିଲା ବଲିଉଡ ମୁଭି ଥ୍ରୀ ଇଡିଅଟସ । ଲଦାଖର ଫିଆଙ୍ଗ ସ୍ଥିତ ହିମାଳୟନ ଇନଷ୍ଟିଚ୍ୟୁଟ ଅଫ ଅଲଟରନେଟିଭ ଲଦାଖ ନିକଟରେ ସେ ଦେଇଛନ୍ତି ଧାରଣା । ଲଦାଖ ଏକ ସ୍ପର୍ଶକାତର ଅଞ୍ଚଳ ହୋଇଥିବାରୁ ପରିବେଶଗତ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ସୋନମ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ