ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି । ମମତାଙ୍କ ବାସଭବନରେ ପ୍ରବେଶ ଉଦ୍ୟମ କରୁଥିବା ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିବା ପୋଲିସ କହିଛି । ତାଙ୍କ ନିକଟରୁ ଏକ ବନ୍ଧୁକ, ଛୁରି ଓ ଅନ୍ୟ କିଛି ସାମଗ୍ରୀ ଜବତ ହୋଇଛି । ଅଭିଯୁକ୍ତ ଆସିଥିବା କାରରେ ପୋଲିସ ଷ୍ଟିକର ଲାଗିଛି । ଏହାଛଡ଼ା ଅଭିଯୁକ୍ତଠାରୁ ବିଭିନ୍ନ ଏଜେନ୍ସିର ଆଇ-କାର୍ଡ ମଧ୍ୟ ପୋଲିସ ଜବତ କରିଛି । ଯୁବକ ଜଣଙ୍କ ହେଲେ ଶେଖ ନୁର ଆମିନ । କେଉଁ ଉଦ୍ଦେଶ୍ୟରେ ସେ ମମତାଙ୍କ ବାସଭବନରେ ପ୍ରବେଶ କରୁଥିଲା ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ତେବେ ମମତାଙ୍କ ପାଖରେ ରହିଛି ଜେଡ୍ ପ୍ଲସ୍ ସୁରକ୍ଷା ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି