ଦଳର ସଂଗଠନକୁ ମଜବୁତ କରିବା ସହ ପଶ୍ଚିମବଙ୍ଗ ପରେ ଅନ୍ୟ ରାଜ୍ୟ ଉପରେ ଟିଏମ୍ ସିର ନଜର । ଚଳିତ ବର୍ଷ ଉତ୍ତର-ପୂର୍ବ ଅଞ୍ଚଳରେ ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ । ତ୍ରିପୁରା, ମେଘାଳୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତୃଣମୂଳ କଂଗ୍ରେସ ଏହି ଦୁଇ ରାଜ୍ୟରେ ନିଜର ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ଚିନ୍ତା କରୁଛି । ଅତୀତରେ ତ୍ରିପୁରାରେ ଉପନିର୍ବାଚନ ଳଢିବା ପରେ ମଧ୍ୟ ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନରେ କେବେହେଲେ ପ୍ରାର୍ଥୀଙ୍କୁ ଓହ୍ଲାଇନଥିଲା । ଚଳିତ ଥର ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଦୁଇ ରାଜ୍ୟରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ସେ ତିନିଦିନିଆ ମେଘାଳୟ ଗସ୍ତରେ ମଧ୍ୟ ଯାଇଥିଲେ ।
“The eyes believe themselves, the ears believe other people.”
More Stories
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି
ଯୌନଶକ୍ତି ବୃଦ୍ଧି ପାଇଁ ଖାଉଛନ୍ତି କି ଭାଏଗ୍ରା, ସାଇଡଇଫେକ୍ଟ ଶୁଣିଲେ ଆସିବ ହାର୍ଟ ଆଟାକ୍