ମଣିପୁର ହିଂସାରେ ମୃତ୍ୟୁ ସଂଖ୍ୟା ୬ ଜଣଙ୍କୁ ବୃଦ୍ଧି, ୧୬ ଆହତ ହୋଇଥିବା ସୂଚନା । ପୁଣିଥରେ ମଣିପୁରରେ ହିଂସା ଯୋଗୁଁ ଇମ୍ପାଲ ଓ ପଶ୍ଚିମ ଇମ୍ପାଲ ଜିଲ୍ଲାରେ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି । ଦୁଇ ସମୁଦାୟ କୁକି ଓ ମୈତେଇ ମଧ୍ୟରେ ବିବାଦ ପୁଣିଥରେ ବୃଦ୍ଧି ପାଇଥିବ ଜଣାପଡିଛି । କୁକି ସମୁଦାୟର ଲୋକଙ୍କ ଘରକୁ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ । କିଛି ଲୋକ ବିଷ୍ଣୁପୁର କୱକଟାରେ ଭାରତୀୟ ସେନା ଦ୍ୱାରା ପ୍ରସ୍ତୁତ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରିଥିଲେ । ଏହାପରେ ଗୁରୁବାର ସଂଧ୍ୟାରେ ମଧ୍ୟ ବିଷ୍ଣୁପୁର ଜିଲ୍ଲାରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ